ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭା କର୍ମଚାରୀ

0

ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ l ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କେତେକ ନିର୍ଦ୍ଦେଶ ଜାରିକରିଛନ୍ତି l ସମସ୍ତ ବିଧାନସଭା କର୍ମଚାରୀ 14 ଦିନିଆ କ୍ୱାରେଣ୍ଟIଇନ ରେ ରହିବେ l ବିଧାନସଭା ବିଲଡିଂ ବିଶୋଧନ କରାଯିବ l ବିଧାନସଭା ଲୋକସେବା ଭବନରେ ତିଆରି ହୋଇଥିବା କନଫରେନ୍ସ ହଲ୍ ରେ ଅନୁଷ୍ଠିତ ହେବ l ଏବଂ ବିଧାୟକ ମାନେ ଦୁଇ ମିଟର ଦୂରତା ରକ୍ଷା କରିବେ l ତତ୍ ସହିତ 30 ପ୍ରତିଶତ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି l

Leave A Reply

Your email address will not be published.