ରାଜ୍ୟର ୬୪ ପୋଲିସ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ମେଡାଲ, ଦେଖନ୍ତୁ ଲିଷ୍ଟ

0

ରାଜ୍ୟର ୬୪ ପୋଲିସ ଅଧିକାରୀଙ୍କୁ ଦିଆଯିବ ମୁଖ୍ୟମନ୍ତ୍ରୀ ମେଡାଲ । ୫T ଅଧିନରେ ତଦନ୍ତରେ ଉତ୍କର୍ଷତା ପାଇଁ ଏହି ମେଡାଲ ପାଇବେ ଅଧିକାରୀ । ରାଜ୍ୟସ୍ତରୀୟ ଆୱାର୍ଡ କମିଟିର ଅନୁମୋଦନ ଅନୁସାରେ ସେମାନେ ପୁରସ୍କୃତ ହେବେ । ୬୪ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.