ଆମେରିକାର ପ୍ରାୟ 10 ପ୍ରକାରର ଔଷଧ ଉପରେ ପରୀକ୍ଷା

0

କରୋନା ଭାଇରସ୍ ଆମେରିକାରେ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି l ଏହି କରୋନା ଭାଇରସ ପାଇଁ କୌଣସି ପ୍ରତିକାର ଔଷଧ ବାହାରି ନାହିଁ l ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍ ସଂକ୍ରମଣ ଉପରେ 10 ପ୍ରକାରର ଔଷଧ ଉପରେ ଡାକ୍ତରୀ ପରୀକ୍ଷା ଚାଲିଥିବା କଥା କହିଛନ୍ତି l ଆମେରିକାରେ 4 ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ 14700 ଲୋକଙ୍କ ମୃତ୍ୟୁ ହେଇଛି l

ଏକ ସାମ୍ବାଦିକ ସମ୍ମିଳନୀ ରେ ଟ୍ରମ୍ପ କହିଛନ୍ତି l 10 ପ୍ରକାରର ଔଷଧର ଡାକ୍ତରି ପରୀକ୍ଷା ଚାଲିଛି l ଏଥିରେ ଆମେରିକୀୟ ଡାକ୍ତର୍, ବୈଜ୍ଞାନିକ, ଶିଳ୍ପ ଗୁଡିକ ଭରପୁର ସହାୟତା କରୁଛନ୍ତି l ନିକଟରେ ଏହି ପଦକ୍ଷେପ ସଫଳ ରୂପାୟନ ହେବ ବୋଲି ଆଶା କରାଯାଉଛି l

Leave A Reply

Your email address will not be published.