ଆମେରିକୀୟ ଗଣମାଧ୍ୟମର ଦୃଢୋକ୍ତି : ଭୁତାଣୁ ତିଆରି କରିଛି ଚୀନ

0

ଆମେରିକାର ପ୍ରତିଷ୍ଟିତ ଗଣମାଧ୍ୟମ ଫକ୍ସ ଦାବି କରିଛି ଯେ ଚୀନ ଉହାନ ର ଏକ ଲାବୋରଟୋରୀରେ କରୋନା ଭୁତାଣୁ ତିଆରି କରିଛି l ଫାକ୍ସ ଚ୍ୟାନେଲ ର ରିପୋର୍ଟ ରେ କହିଛି ଯେ ଚୀନ ସାରା ବିଶ୍ୱକୁ ନିଜର ଶକ୍ତି ପ୍ରଦର୍ଶନ କରୁଥିଲା l ଚୀନ୍ ସାରା ବିଶ୍ୱକୁ ଜଣାଇବାକୁ ଚାହୁଁଥିଲା ଯେ ତାହାର ବୈଜ୍ଞାନିକ ଆମେରିକୀୟ ବୈଜ୍ଞାନିକ ଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି l ଯେତେବେଳେ କରୋନା ଭୁତାଣୁ ସଂକ୍ରମଣ ହେଲା ସେ ସମୟରେ ଚୀନ ପ୍ରକାଶ କରିଥିଲା ଯେ ଉହାନ ର ଏକ ବଜାରରୁ କରୋନା ଭୁତାଣୁ ବ୍ୟାପିଛି l କିନ୍ତୁ ସେହି ବଜାରରେ ବାଦୁଡ଼ି ବିକ୍ରି କରାଯାଏନାହିଁ l

ଚୀନ୍ ଏକ ଚାଲାଖ କରି ଉହାନ ର ପଶୁ ବଜାରରୁ ଏହି ମାରାତ୍ମକ ଭୁତାଣୁ ବ୍ୟାପିଥିବା କଥା କହିଥିଲା ଯାହା ଫଳରେ ଲ୍ୟାବରେ ଭୁତାଣୁ ସ୍ରୁଷ୍ଟି କରାଯାଇଥିବା ପ୍ରସଙ୍ଗ ଲୁଚିଯିବ l ଫାକ୍ସ ନ୍ୟୁଜ ଚ୍ୟାନେଲ ଆହୁରି ମଧ୍ଯ ଦର୍ଶାଇଛି ଯେ କରୋନା ଭୁତାଣୁ ତିଆରି କରିବା ନେଇ ଚୀନ ର ଏକ ଷଡଯନ୍ତ୍ର ଥିଲା l ଏହି ଭୁତାଣୁ ସାହାର୍ଯ୍ୟରେ ଚୀନ ଏବଂ ଇଟାଲି ପରି ଶକ୍ତିଶାଳୀ ଦେଶକୁ ନିଜର ଶକ୍ତି ର ପରିଚୟ ଦେବା ପାଇଁ ଏବଂ ଆମେରିକା, ଇଟାଲି କୁ ନିଜର ଟାର୍ଗେଟ ରେ ରଖିଥିଲା ଚୀନ ର ଏହି ଭୁତାଣୁ କୁ ନେଇ ଅନେକ ରାଷ୍ଟ୍ର ଚୀନ ର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି l ଆମେରିକୀୟ ଗଣମାଧ୍ୟମରେ ଏପରି ଚର୍ଚ୍ଚl ଯୋଗୁଁ ଚୀନ ର କାର୍ଯ୍ୟକଳାପ ଉପରେ ଧୀରେ ଧୀରେ ଫର୍ଦ୍ଦlଫାସ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l

Leave A Reply

Your email address will not be published.