ଆମେରିକୀୟ ଗବେଷକଙ୍କ ମତ ଏପରି ହୋଇପାରେ ସଂକ୍ରମଣ

0

ଆମେରିକାର ଏମଆଇଟି ପ୍ରଫେସର ଲିଡିଆ ବୌରେବାଙ୍କ ପକ୍ଷରୁ ଗବେଷଣା କରାଯାଇ କୁହାଯାଇଛି ଯେ କରୋନା ଭାଇରସ୍ ବହୁତ୍ ଶକ୍ତିଶାଳୀ l କରୋନା ଭାଇରସ୍ 1 ମିଟର ରୁ ଆରମ୍ଭ କରି 8 ମିଟର ପର୍ଯ୍ୟନ୍ତ ଦୂରତ୍ୱ ଅତିକ୍ରମ କରିପାରେ l ଏବଂ ଏହା ମଧ୍ୟ ଘଣ୍ଟା ଘଣ୍ଟା ଧରି ବାୟୁମଣ୍ଡଳରେ ରହିପାରେ l

କିନ୍ତୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ କରୋନା ଭାଇରସ୍ ଠାରୁ ରକ୍ଷା ପାଇବାକୁ ହେଲେ ଅନ୍ୟୁନ ଏକ ମିଟର ବ୍ୟବଧାନ ହିଁ ରକ୍ଷା କରିବା ଉଚିତ୍ l ଲିଡିଆ କହିଛନ୍ତି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିବା ଏକ ମିଟର ଦୂରତ୍ୱ କଥା ତାହା ପୁରୁଣା କାଳିଆ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ l

ରିପୋର୍ଟ ରେ ଆହୁରି ମଧ୍ଯ କୁହାଯାଇଛି ଜଣେ ସଂକ୍ରମିତ ବ୍ୟକ୍ତି ଛିଙ୍କିଲେ ବା କାଶିଲେ ବାହାରୁଥିବା ଭୁତାଣୁ 7 ରୁ 8 ମିଟର ଦୂରତା ପର୍ଯ୍ୟନ୍ତ ଅତିକ୍ରମ କରିପାରେ ଏବଂ ଅନ୍ୟ ମାନଙ୍କୁ ସଂକ୍ରମିତ କରିପାରିବ l

Leave A Reply

Your email address will not be published.