ଅଷ୍ଟ୍ରେଲିଆ ICC ମହିିଳା ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ

0

୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) ICC ମହିିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଛି l ଫାଇନାଲ୍ ରେ ୧୮୫ ରନ ର ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ l ଫଳରେ ଭାରତ ୧୯ ଦଶମିକ ୧ ଓଭରରେ ୯୯ ରନ ରେ ଅଲଆଉଟ ହୋଇଯାଇଥିଲା l ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩୩ ରନ କରିଥିବାବେଳେ ସ୍ମୃତି ମାନ୍ଧନା ୧୧, ଭି କ୍ରିଷ୍ଣାମୂର୍ତ୍ତି ୧୯ ଓ ରୀଚା ଘୋଷ ୧୮ ରନ କରିଥିଲେ l ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍‌ ମୁନି ସର୍ବାଧିକ ୭୮ ରନ୍‌ ଓ ଏ.ଜେ ହେଲି ୭୫ ରନ୍‌ କରିଥିଲେ l ମେଗନ ସ୍କର୍ଟ ୪ଟି ଓ ଜନସନ ୩ଟି ଓ୍ଵିକେଟ ନେଇ ଅଷ୍ଟ୍ରେଲିଆ ର ବିଜୟ ଯାତ୍ରାକୁ ସୁଗମ କରିଥିଲେ l

Leave A Reply

Your email address will not be published.