ବ୍ରହ୍ମପୁର ମହାନଗର ନିଗମ ନେଲା ଏପରି ନିଷ୍ପତ୍ତି

0

ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ମାନଙ୍କୁ ମାକ୍ସ ଏବଂ ଗ୍ଲୋଭସ୍ ପିନ୍ଧିବା ଉପରେ ଗୁରୁତ୍ଵ ଦିଆଯାଇଛି l ଏହି ନିଗମରେ ପ୍ରାୟ 1400 ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ କାର୍ଯ୍ୟକରୁଛନ୍ତି l ଏନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି ଯେ ଯଦି ସଫେଇ କର୍ମଚାରୀ ମାନେ ମାକ୍ସ ଏବଂ ଗ୍ଲୋଭସ୍ ନପିନ୍ଧିବେ ତେବେ ସେମାନଙ୍କୁ ଉପସ୍ଥାନ ଦିଆଯିବ ନାହିଁ l ଏଥିପାଇଁ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ମାକ୍ସ ଏବଂ ଗ୍ଲୋଭସ୍ ଦିଆଯାଉଛି l

Leave A Reply

Your email address will not be published.