ଦିଲ୍ଳୀରେ କେଉଁମାନେ ପାଳିଲେ ବିଜୁ ଜୟନ୍ତୀ

0

୦୬.୦୩.୨୦୨୦ ( ଓଡିଆ ନ୍‌ୁ୍ୟଜ୍ ବ୍ୟୁରୋ):  ସାରା ବିଶ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସେହିପରି ସଂସଦ ପରିସର ସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ପିନାକି ମିଶ୍ର, ଭର୍ତୃହରି ମହତାବ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ମହେଶ ସାହୁ , ତୃଣମୁଳ ସାଂସଦ ଶିଶିର ଅଧିକାରୀ ବିଜେପି ସାଂସଦ ଦୁଷ୍ୟନ୍ତ ସିଂ, ଡିଏମ୍‌କେ ସାଂସଦ ଦୟାନିଧି ମାରନ୍ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ ।

Leave A Reply

Your email address will not be published.