ଟିଭି ତାରକାମାନଙ୍କର ଚମତ୍କାର ଓଜନ ହ୍ରାସ

0

ଭାରତୀ ସିଂଙ୍କ ଠାରୁ ନେଇ ଶେହନାଜ୍ ଗିଲ୍ ପର୍ଯନ୍ତ ଟିଭି ତାରକାମାନଙ୍କର ଚମତ୍କାର ଓଜନ ହ୍ରାସ ରୂପାନ୍ତର ଯାହା ପ୍ରଶଂସକଙ୍କୁ ଆର୍ଚ୍ଚଯ୍ୟ କରିବା ସହ ପ୍ରଶଂସା ଅର୍ଜନ କରିଛନ୍ତି | ତାରକାମାନେ ଉପଯୁକ୍ତ ବା ସୁନ୍ଦର ଦେଖା ଯିବାପାଇଁ ଅନେକ ପ୍ରକାରର ନିଜର ଯତ୍ନ ନେଇଥାନ୍ତି | ସେମାନେ ଫିଟ୍ ରହିବ ପାଇଁ ଆବଶ୍ୟକୀୟ ଖାଦ୍ୟ, କଠିନ ଡାଏଟ୍ ଏବଂ ୱାର୍କଆଉଟ୍ ରୁଟିନ୍ ଫଲୋ କରନ୍ତି |
ନିକଟ ଅତୀତରେ ଭାରତୀ ସିଂ ଏବଂ ଶେହନାଜ ଗିଲଙ୍କ ପରି ଅନେକ ତାରକା ମାନେ ସେମାନଙ୍କର ଓଜନ ହ୍ରାସ କରିଛନ୍ତି | ସେମାନଙ୍କର ପରିଶ୍ରମ ପାଇଁ ସେମାନେ ପ୍ରଶଂସା ମଧ୍ୟ୍ୟ ଅର୍ଜନ କରିଛନ୍ତି | ଆସନ୍ତୁ ସେମାନଙ୍କର ପରିବର୍ତ୍ତନ ବା ଓଜନ ହ୍ରାସର କାହାଣୀ ଜାଣିବା |

1. ଶେହନାଜ୍ ଗିଲ୍ 

ପଞ୍ଜାବର କ୍ୟାଟ୍ରିନା ନାମରେ ଜଣାଶୁଣା ଅଭିନେତ୍ରୀ ଶେହନାଜ ଗିଲ ରିଅଲିଟି ସୋ ‘ବିଗ୍ ବସ୍ 13’ରେ ଅଭିନୟ କରିବା ପରେ ଖ୍ୟାତି ଅର୍ଜନ କରିଥିଲେ। ଘରେ ରହିବା ସମୟରେ ଶେହନାଜଙ୍କୁ ତାଙ୍କ ପ୍ରଶଂସକମାନେ ଚୁବି, ବବଲି ଗାର୍ଲ ଭାବରେ ଭଲ ପାଉଥିଲେ | ଶୋ’ର କିଛି ମାସ ପରେ, ଶେହନାଜ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ଚମତ୍କାର ଓଜନ ହ୍ରାସ ପରିବର୍ତ୍ତନ ଦ୍ୱାରା ଆଶ୍ଚର୍ଯ୍ୟ କରିଦେଇଥିଲେ | ସେ 6 ମାସରେ 12 କିଲୋଗ୍ରାମ ହରାଇଥିଲେ |

2. ଭାରତୀ ସିଂ


ଭାରତ ସିଂ ତାଙ୍କର ସମ୍ପ୍ରତି ଓଜନ ହ୍ରାସ ପରିବର୍ତ୍ତନ ପାଇଁ ଏକ ଖବର | ହାସ୍ୟ ଅଭିନେତା ଭାରତୀ ସିଂ ଯେ ସେ 15 କେଜି ଓଜନ ହ୍ରାସ କରିଛନ୍ତି | ମଧ୍ୟବର୍ତ୍ତୀ ଉପବାସ ଅନୁସରଣ କରି 91 କିଲୋଗ୍ରାମରୁ 76 କିଲୋଗ୍ରାମକୁ ହେଇଛନ୍ତି । ଭାରତୀ କହିଛନ୍ତି ଯେ ସେ କୌଣସି ଡାଏଟ୍ ଅନୁସରଣ କରିନାହାଁନ୍ତି ଏବଂ ଘି ଏବଂ ପରଠା ପରି ଜିନିଷ ଖାଇକି ମଧ୍ୟ୍ୟ ଅଳ୍ପ କିଛି ମାସ ରେ ସେ ଏପରି ଫଳାଫଳ ପାଇଛନ୍ତି ।

3.ରାମ କପୁର

2019 ରେ ଟେଲିଭିଜନ ଅଭିନେତା ରାମ କପୁର ତାଙ୍କର ଅବିଶ୍ୱସନୀୟ ଓଜନ ହ୍ରାସ ଯାତ୍ରା ପାଇଁ ହେଡଲାଇନ ପ୍ରସ୍ତୁତ କରିଥିଲେ | ଅଭିନେତା କହିଛନ୍ତି ଯେ ତାଙ୍କ ପତ୍ନୀ ହିଁ ତାଙ୍କୁ ଓଜନ ହ୍ରାସ କରିବାକୁ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ପ୍ରେରଣା ଦେଇଥିଲେ। ସେ ତାଙ୍କର ଏଵେର ଫୋଟୋ ପୋଷ୍ଟ କରିବା ପରେ ତାଙ୍କର ପ୍ରସଂଶକ ଇଣ୍ଟରନେଟ୍ ରେ ଧମାଲ ବଜେଇଛନ୍ତି ||

4.ଶ୍ୱେତା ତିୱାରୀ 

ଶ୍ୱେତା ତିୱାରୀ ଟିଭିର ସେକ୍ସି ମାମା ଭାବରେ ଜଣାଶୁଣା | କିନ୍ତୁ ତାଙ୍କୁ କେହି ମଧ୍ୟ ଦେଖିଲେ କହିବେନି କି ସେ 23 ବର୍ଷ ଝିଅର ମା ବୋଲି |

5. ଲିଜେଲ୍ ଡି’ସୁଜା

କୋରିଓଗ୍ରାଫର ରେମୋ ଡି’ସୁଜା ତାଙ୍କ ପତ୍ନୀ ଲିଜେଲ ଡି’ସୁଜାଙ୍କ ଓଜନ ହ୍ରାସ ହେବାର ଫଟୋ ସେୟାର କରିବାପରେ ଏହା ଇଣ୍ଟରନେଟ ରେ ଝଡ ଆଣି ଦେଇଥିଲା । ଓଜନ ହ୍ରାସ ପରେ ସେ ସେକ୍ସସି ଏବଂ ସୁନ୍ଦର ଦେଖାଯାଉଛନ୍ତି |

ସେହିପରି ଅନେକ ତାରକାମାନେ ନିଜର ଓଜନ ହ୍ରାସ ପରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି | ତାଲିକା ରେ ଅର୍ଜୁନ କପୂର ,ସୋନାକ୍ସି ସିନ୍ହା ,ସୋନମ କପୂର, ଅଭିକା ଗୋର,ଆଦନାନ ସାମୀ ଏହିପରି ଅନେକ ତାରକା ନିଜର ଓଜନ ହ୍ରାସ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛନ୍ତି |

Leave A Reply

Your email address will not be published.