ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ

0

ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି l ଓଡିଶା ବାହାରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଓଡିଶା ଫେରାଇ ଅଣାଯାଉଛି l ଏହା ସହ ସେମାନଙ୍କୁ କ୍ୱାରେଣ୍ଟାଇନ ରେ ରଖାଯାଉଛି l କିନ୍ତୁ ସ୍ଥାନେ ସ୍ଥାନେ କ୍ୱାରେଣ୍ଟାଇନ ରେ ରହି ଚିକିସତ୍ିତ ହେଉଥିବା ବ୍ୟକ୍ତି ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି l କେବେ କେବେ ଖାଇବା ନ ଖାଉଥିବାର ଦୃଶ୍ୟ ତ କେବେ କେବେ କ୍ୱାରେଣ୍ଟାଇନ ଛାଡିବାର ଦୃଶ୍ୟ ଦେଖିବାକୁ ମିଳୁଛି l ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ପ୍ରବାସୀ ଓଡିଆଙ୍କୁ ନିବେଦନ କରିଛନ୍ତି l ସେ ଟୁଇଟ ଯୋଗେ ଲେଖିଛନ୍ତି ଯେ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆ ମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟାଇନ ରେ ରହିବା ସହ ସରକାରଙ୍କର ସମସ୍ତ ନିୟମ କଡା କଡି ପାଳନ କରନ୍ତୁ l ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚ ମାନେ ପ୍ରଶାସନ କୁ ଅବଗତ କରାଇବେ l ଉଲଂଘନ କlରି ଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

Leave A Reply

Your email address will not be published.