ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି

0

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି 1026ରେ ପହଁଞ୍ଚିଛି l ଦେଶରେ ବର୍ତ୍ତମାନ ସୁଦ୍ଧା 27 ଜଣ ଲୋକଙ୍କ ମୃତ୍ୟୁ ଘଟିଛି l 83 ଜଣ ଲୋକ ସୁସ୍ଥ ହୋଇଛନ୍ତି l ସେହପରି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 203 ଥିବାବେଳେ କେରଳରେ 202 ରେ ପହଁଞ୍ଚିଛି l ସେହିପରି ଅନ୍ୟ ରାଜ୍ୟ ମାନଙ୍କରେ ଅପେକ୍ଷାକୃତ ବଢିବାରେ ଲାଗିଛି l

Leave A Reply

Your email address will not be published.