କରୋନା କୁନେଇ ଆହୁରି ବଢ଼ିଲା କଟକଣା

0

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଓଡ଼ିଶାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆହୁରି ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର l ରାଜ୍ୟରେ କରୋନା କଟକଣାକୁ ଆହୁରି ବଢ଼ାଇଦିଆଯାଇଛି l ନିଜ ଘର ଛଡା 7ଜଣରୁ ଅଧିକ ଏକାଠି ନହେବାକୁ ନିର୍ଦେଶ ଦେଇଛନ୍ତି I ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯିବl ସହ ସରକାରୀ ମିଟିଂଉପରେ ମଧ୍ୟ କଟକଣା ଲଗାଯାଇଛି l ସରକାରୀ ଅଫିସ୍ ରେ କରୋନା ମିଟିଂ ଛଡl ଅନ୍ୟ କୌଣସି ମିଟିଂ ଉପରେ ରୋକ ଲଗାଯାଇଛି l ୨୫ ମାର୍ଚ୍ଚରୁ ୧୬ ଜୁନ ଯାଏ SC\STପିଲାଙ୍କ ହଷ୍ଟେଲ ବନ୍ଦ ରହିବl ସହ ଏଥିପାଇଁ SC\ST ପିଲାଙ୍କୁ ୩ ମାସର ଆଗୁଆ ବୃତ୍ତି ମିଳିବ ନେଇ ବ୍ୟବସ୍ତା ହୋଇଛି l
ବିଦେଶୀ ନାଗରିକଙ୍କୁ ଅନେକ ଜାଗାରେ ଦୁର୍ବ୍ୟବହାର ହେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯଦି କୌଣସି ବ୍ୟକ୍ତି ବିଦେଶୀ ପର୍ଯ୍ୟଟକ ଙ୍କୁ ଦୁବ୍ୟବହାର କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି l ଏବଂ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ନର୍ସ ଙ୍କୁ କୃତଜ୍ଞତା ଜଣାଇବା ସହ କାର୍ଯ୍ୟରେ ବାଧାନ ଦେବlକୁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.