ରାଜଧାନୀରେ ବନ୍ଦ ହେଲା ୫ କୋଭିଡ୍‌ ହସ୍ପିଟାଲ ଓ ୩ କୋଭିଡ୍‌ କେୟାର ସେଣ୍ଟର

0

ରାଜଧାନୀରେ ୫ଟି କୋଭିଡ୍‌ ହସ୍ପିଟାଲ ଓ ୩ଟି କୋଭିଡ୍‌ କେୟାର ସେଣ୍ଟରକୁ ବନ୍ଦ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଗୁଡିକୁ ବନ୍ଦ କରାଯାଇଛି । ଭୁବନେଶ୍ୱରରେ ମୋଟ୍‌ ୧୩ଟି କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ଚାଲୁ ରହିଥିଲା । ବର୍ତ୍ତମାନ ସମ୍‌, ଆଦିତ୍ୟ ଅଶ୍ୱିନୀ ଓ କିମ୍ସ ଆଦି ୩ଟି କୋଭିଡ୍‌ ହସ୍ପିଟାଲ ଓ ୩ଟି କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.