ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର ପୁଣି ଝଲସିବ ଧଉଳି

0

୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଫନି ବାତ୍ୟାରେ ଅଚଳ ହୋଇଯାଇଥିବା ଧଉଳି  ଲାଇଟ ଆଣ୍ଡ ସାଉଣ୍ଡ ର ମରାମତି କାର୍ଯ୍ୟ ଗୁରୁବାର ଶେଷ ହୋଇଛି l ସୋଥିରେ ଥିବା ତ୍ରୁଟି ବିଚ୍ୟୁତିକୁ ସୁଧରିବାପାଇଁ ଆଜି ପରୀକ୍ଷ ମୂଳକ ଭାବରେ ଶୋ ଚାଳନl କରlଯାଇଥିଲା I ଆସନ୍ତାକାଲି ପର୍ଯ୍ୟଟନ ଅଧିକାରୀଙ୍କ ସାମ୍ନାରେ ପରୀକ୍ଷl ମୂଳକ ଭାବରେ ଶୋ ପଦର୍ଶିତ ହେବ lଏହାପରେ ପୂର୍ବଭଳି ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଆ ,ଇଂରାଜୀ , ହିନ୍ଦୀ ତିନୋଟି ଭାଷା ରେ ପଦର୍ଶିତା ହେବ l

Leave A Reply

Your email address will not be published.