ଦୂରଦର୍ଶନରେ ପୁରୁଣା ଦିନର ସ୍ମୃତି

0

ସମଗ୍ର ଦେଶରେ ଲକ୍ ଡାଉନ୍ ପରିସ୍ଥିତି ଉପୁଜିବା ପରେ ଲୋକମାନେ ଘରେ ବିଭିନ୍ନ ପ୍ରକାରର ସମୟ ବିତାଉଛନ୍ତି l ଏହିଭଳି ପରିସ୍ଥିତିକୁ ଭିତ୍ତି କରି ଦୂରଦର୍ଶନ ଆଗରୁ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ରାମାୟଣ ଏବଂ ମହାଭାରତ ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି l ପ୍ରସାର ଭାରତୀ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି ଯେ ରାମାୟଣର ଗୋଟେ ଅଧ୍ୟାୟ ସକାଳ 9 ରୁ 10 ପର୍ଯ୍ୟନ୍ତ ପ୍ରସାରିତ ହେବ l ଏବଂ ଅନ୍ୟଟି ରାତି 9 ରୁ 10 ପର୍ଯ୍ୟନ୍ତ ପ୍ରସାରିତ ହେବ ସେହିଭଳି ମହାଭାରତର ଗୋଟିଏ l

Leave A Reply

Your email address will not be published.