ଛାତ୍ର ଛାତ୍ରୀ ମାନଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

0

ସାରା ଭାରତରେ ଲକ୍ ଡାଉନ୍ ପରିସ୍ଥିତି ଉପୁଜିବା ପରେ ପାଠ ପଢା ପଢି ଏକପ୍ରକାର ଠପ୍ ହୋଇଯାଇଛି l ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ପିଲାମାନଙ୍କର ଯେଭଳି ପାଠ ପଢା ପଢି ପ୍ରତି ଯେପରି ଇଚ୍ଛା ଶକ୍ତି ନକମେ ସେନେଇ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ l ସେ କହିଛନ୍ତି ଆମେ ଯାହା ଦେଖିନଥିଲୁ ତୁମେ ତାହା ଅଙ୍ଗେ ଲିଭେଇଲଣି l ଘରେ ରହି ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି l ତତ୍ ସହିତ ତିନି ମାସର ମଧ୍ୟାହ୍ନ ଭୋଜନ ବ୍ଲକ୍ ଜରିଆରେ ପଠାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି l

Leave A Reply

Your email address will not be published.