ଭିଜିଲାନ୍ସ ଜାଲରେ ଫସିଲେ ଇଞ୍ଜିନିୟର

0

ଭିଜିଲାନ୍ସ ଜାଲରେ ଇଞ୍ଜିନିୟର । ଆସ୍କା ସବଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଶ୍ୱର ଦାସକୁ ଧରିଛି ଭିଜିଲାନ୍ସ । ୫୦ ଜହାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଠା ଜଳସେଚନର ଆସିଷ୍ଟାଣ୍ଟ ଇଞ୍ଜିନିୟମଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ, ଉଠା ଜଳସେଚନର ପ୍ରକଳ୍ପର ବିଲ୍ କ୍ଲିୟର ପାଇଁ ଟଙ୍କା ଲାଞ୍ଚ ନେଉଥିଲେ ଇଶ୍ୱର ଦାସ । ଲାଞ୍ଚ ନେଉଥିବା ସମୟରେ ଇଶ୍ୱରଙ୍କୁ ଧରିବା ସହ ଘଟଣାର ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.