ବସରେ ଲାଗିଲା ନିଆଁ ଆଉ ତାପରେ ?

0

୦୭.୦୩.୨୦୨୦ ( ଓଡିଆ ନ୍ୟୁଜ ବ୍ୟୁରୋ): ଆଜି ସକାଳେ ଏକ ବସ ଚାନ୍ଦବଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ନନ୍ଦପୁର ଛକ ନିକଟରେ ସଟ୍‌ ସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗି ଯାଇଥିଲା ଓ ୱାରିଙ୍ଗରୁ ଧୂଆଁ ବାହାରିଥିଲା। ଏହି ସମୟରେ ଵସ୍‌ ପଛରେ ଆସୁଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ଧୂଆଁ ବାହାରୁଥିବା ଦେଖି ଗାଡ଼ିଟିକୁ ଅଟକାଇଥିଲେ। ଏହାପରେ ଯାତ୍ରୀମାନେ ବସ୍ରୁ ଓଲ୍ହାଇ ପଡ଼ିଥିଲେ ଓହ୍ଲାଇଵା ଭିତରେ ଦଳା ଚକଟାରେ ଗୋଟିଏ ଛୋଟିଆ ପିଲା ଆହତ ହୋଇଛି। ଆହତ ପିଲାଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.