ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ

0

ଗ୍ରାହକଙ୍କ ପାଇଁ ଖୁସିର ଖବର l ଦେଶରେ ଏଭଳି ଲକ୍ ଡାଉନ୍ ସମୟରେ ଶସ୍ତା ହୋଇଛି ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟ l ତେଲ କମ୍ପାନୀ ପ୍ରତେକ ମାସର ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟ ସମୀକ୍ଷା କରେ l ପ୍ରଥମେ ସବସିଡ ଭଲି ଏଲପିଜି ସିଲିଣ୍ଡର ମଧ୍ୟ ଶସ୍ତା ହୋଇଛି l ତେଲ କମ୍ପାନୀ ଏଲପିଜି ସିଲିଣ୍ଡର ର ଦାମ୍ ସମୀକ୍ଷା କରିବା ପରେ ଦେଶର ବିଭିନ୍ନ ସ୍ଥାନରେ ଏଲପିଜି ସିଲିଣ୍ଡର ର ମୂଲ୍ୟ ହ୍ରାସ ପାଇଛି l ଚାଳିତ ମାସରେ ମଧ୍ୟ ରାଜ୍ୟ ରେ ଏଲପିଜି ସିଲିଣ୍ଡର ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି l ଗତମାସରେ ଭୁବନେଶ୍ବର ରେ ଏଲପିଜି ସିଲିଣ୍ଡର ମୂଲ୍ୟ 839 ଥିବା ବେଳେ ବର୍ତ୍ତମାନ ତାହା 774. 50 ଟଙ୍କାକୁ ହ୍ରାସ ପାଇଛି l

Leave A Reply

Your email address will not be published.