ସୁନା ଦର ଜୁଲାଇ 6, 2021 ମଙ୍ଗଳବାର ଦିନ ଠାରୁ ବଢ଼ିଲା |

0

ଆନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି | ତେଣୁ ସୁନା ଦର ଜୁଲାଇ 6, 2021 ମଙ୍ଗଳବାର ଦିନ ଠାରୁ  ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ରହିବ | ସୁନା ଦର 10 ଗ୍ରାମ ପ୍ରତି 120 ଟଙ୍କା ଏବଂ 100 ଗ୍ରାମ ପ୍ରତି 1200 ଟଙ୍କା ବୃଦ୍ଧି ପାଇଛି। 22 କ୍ୟାରେଟ୍ ସୁନା 10 ଗ୍ରାମ  ପ୍ରତି 46,400 ଟଙ୍କା  ଏବଂ 24-କ୍ୟାରେଟ ସୁନା 10 ଗ୍ରାମ  ପ୍ରତି 47,400 ଟଙ୍କା ହୋଇଛି | ଆମେରିକାର ସୁନା ଫ୍ୟୁଚର 0.5% ବୃଦ୍ଧି ହୋଇ 1,792 ଡଲାରରେ ପହଞ୍ଚିଛି | ମୂଲ୍ୟବାନ ଧାତୁ ଉପରେ ଭିନ୍ନ ରାଜ୍ୟ ଓ ସହର ରେ ଭିନ୍ନ ଟିକସ ଲାଗୁ ହେତୁ ସୁନା ଦର ଭିନ୍ନ ହୋଇଥାଏ |

ଆସନ୍ତୁ ଜାଣିବା କେଉଁ ସହରରେ ସୁନା ଦର କେତେ ରହିଛି |

ମୁମ୍ବାଇ – 22 କ୍ୟାରେଟ ସୁନା 10 ଗ୍ରାମକୁ  46,430 ଟଙ୍କା ଏବଂ 24 କ୍ୟାରେଟ 10 ଗ୍ରାମକୁ  47,430 ଟଙ୍କା ରହିଛି |

ଚେନ୍ନାଇ – 22 କ୍ୟାରେଟ ସୁନା 10 ଗ୍ରାମ ପିଛା 44,730 ଟଙ୍କା ଏବଂ 24 କ୍ୟାରେଟ୍ 10 ଗ୍ରାମ ପିଛା 48,800 ଟଙ୍କା ରହିଛି |

ଦିଲ୍ଲୀ – 22 କ୍ୟାରେଟ ସୁନା  10 ଗ୍ରାମ ପ୍ରତି 46,500 ଟଙ୍କା ଏବଂ 24 କ୍ୟାରେଟ 10 ଗ୍ରାମ ପ୍ରତି 50,500 ଟଙ୍କା ରହିଛି |

କୋଲକାତା – 22 କ୍ୟାରେଟ 10 ଗ୍ରାମ ପ୍ରତି 46,920 ଟଙ୍କା ଏବଂ 24 କ୍ୟାରେଟ 10 ଗ୍ରାମ ପ୍ରତି 49,620 ଟଙ୍କା ରହିଛି |

ବାଙ୍ଗାଲୋର – 22 କ୍ୟାରେଟ୍ 10 ଗ୍ରାମ ପିଛା 44,310 ଟଙ୍କା ଏବଂ 24 କ୍ୟାରେଟ୍ 10 ଗ୍ରାମ ପିଛା 48,340 ଟଙ୍କା ରହିଛି |

ହାଇଦ୍ରାବାଦ – 22 କ୍ୟାରେଟ 10 ଗ୍ରାମ ପିଛା 44,310 ଟଙ୍କା ଏବଂ 24 କ୍ୟାରେଟ 10 ଗ୍ରାମ ପିଛା 48,340 ଟଙ୍କା ରହିଛି |

ପୁନେ – 22 କ୍ୟାରେଟ 10 ଗ୍ରାମ ପିଛା 46,430 ଟଙ୍କା ଏବଂ 24 କ୍ୟାରେଟ୍ 10 ଗ୍ରାମ ପ୍ରତି 47,340 ଟଙ୍କା ରହିଛି |

ଲଖ୍ହ୍ଣୋ – 22 କ୍ୟାରେଟ 10 ଗ୍ରାମ ପିଛା 46,500 ଟଙ୍କା ଏବଂ 24 କ୍ୟାରେଟ୍ 10 ଗ୍ରାମ ପିଛା 50,500 ଟଙ୍କା ରହିଛି |

ପାଟନା – 22 କ୍ୟାରେଟ 10 ଗ୍ରାମକୁ  46,430 ଟଙ୍କା ଏବଂ 24 କ୍ୟାରେଟ୍ 10 ଗ୍ରାମକୁ  47,430 ଟଙ୍କା ରହିଛି |

ନାଗପୁର –  22 କ୍ୟାରେଟ 10 ଗ୍ରାମ ପିଛା 46,430 ଟଙ୍କା ଏବଂ 24 କ୍ୟାରେଟ୍ 10 ଗ୍ରାମ ପ୍ରତି 47,430 ଟଙ୍କା ରହିଛି |

ଜୟପୁର – 22 କ୍ୟାରେଟ୍ 10 ଗ୍ରାମକୁ 46,500 ଟଙ୍କା ଏବଂ 24 କ୍ୟାରେଟ୍ 10 ଗ୍ରାମ ପିଛା 50,500 ଟଙ୍କା ରହିଛି |

ଭୁବନେଶ୍ୱର  – 22 କ୍ୟାରେଟ ସୁନା 10 ଗ୍ରାମକୁ  44,400 ଟଙ୍କା ଏବଂ 24 କ୍ୟାରେଟ 10 ଗ୍ରାମକୁ  48,440 ଟଙ୍କା ରହିଛି |

Leave A Reply

Your email address will not be published.