ଆଇସିଆଇସିଆଇର ନୂତନ ବ୍ୟାଙ୍କ୍ ସେବା

0

ଆଇସିଆଇସିଆଇ ବ୍ୟାଙ୍କ୍ ସୋମବାର ଠାରୁ ହ୍ଵାଟସ୍ ଆପ୍ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିଛି l ଗ୍ରାହକ ମାନେ ଏହି ସେବାକୁ ବ୍ୟବହାର କରି ସେଭିଙ୍ଗ ଆକାଉଣ୍ଟ୍ ବାଲାନ୍ସ, ଶେଷ ତିନୋଟି ଟ୍ରାଞ୍ଜlକସନ, କ୍ରେଡିଟ୍ କାର୍ଡ ଲିମିଟ୍, ଆଦି ଚେକ୍ କରିପାରିବେ l ଏବଂ ହ୍ୱାଟସ ଆପରେ ସେମାନେ ନିଜର କ୍ରେଡିଟ୍, ଡେବିଟ କାର୍ଡ ବ୍ଲକ୍ ବା ଅନ୍ ବ୍ଲକ୍ କରିପାରିବେ ତାସହିତ ଇନଷ୍ଟାଣ୍ଟ୍ ଲୋନ୍ ଅଫର ବିବରଣୀ ମଧ୍ୟ ହ୍ଵାଟସ ଆପ୍ ଜରିଆରେ ପାଇପାରିବେ l ଏନେଇ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକରି ନିର୍ଦେଶକ ଅନୁପ ବାଗଚି ସୂଚନା ଦେଇଛନ୍ତି l

Leave A Reply

Your email address will not be published.