ଭାରତରେ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

0

ମହାମାରୀ କରୋନା ଭାଇରସକୁ ନାଶ କରିବା ପାଇଁ ଭାରତ୍ ସମେତ ବିଭିନ୍ନ ଦେଶ ଉଦ୍ୟମ ଚଳାଇଛନ୍ତି l ଭାରତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହେବାପରେ ମଧ୍ଯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି l ଗୁରୁବାର ସୁଦ୍ଧା ଭାଇରସ ରେ ଆକ୍ରାନ୍ତଙ୍କ ସଂଖ୍ୟା 656ରେ ପହଁଞ୍ଚିଛି l ଗୋଆ ରେ 3 ଜଣ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହେବା ସହ କେରଳ ଠାରୁ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଅଛି l ଏହାରି ଭିତରେ ଏକ ଭଲ ଖବର ମଧ୍ୟ ଦେଖିବାକୁ ମିଳିଛି l 56 ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.