ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

ସମଗ୍ର ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା ଭାଇରସ୍ l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ସମଗ୍ର ଦେଶରେ 1466 ଜଣ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଥିବାବେଳେ 38 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି l ତାସହିତ 132 ଜଣ ସୁସ୍ଥ ହୋଇଛନ୍ତି l

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 302 ଜଣ ଆକ୍ରାନ୍ତ ଥିବାବେଳେ କେରଳରେ 241, ଦିଲ୍ଲୀ ରେ 120 ସେହିପରି ଉତ୍ତରପ୍ରଦେଶରେ 103 ଜଣ ଆକ୍ରାନ୍ତ ବ୍ୟକ୍ତି ଅଛନ୍ତି l

Leave A Reply

Your email address will not be published.