କIଲି ଠାରୁ ବନ୍ଦ ରହିବ କାଳିଆ ଦର୍ଶନ

0

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କlଲି ଠାରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ l କରୋନା ଭାଇରସ ପାଇଁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ଏପରି ନିଷ୍ପତି ନେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ I ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ I କିନ୍ତୁ ମହାପ୍ରଭୁ ଙ୍କ ନୀତିକାନ୍ତିପାଇଁ ସେବାୟତମାନେ ଯିବା ନେଇ ନିର୍ଦେଶ ଥିବାବେଳେ ସାଧାରଣ ଭକ୍ତଦର୍ଶନରୁ ବଂଚିତ ରହିବେ I ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର ସୂଚନା ଦେଇଛନ୍ତି I

Leave A Reply

Your email address will not be published.