ତେଲେଙ୍ଗାନା ହେବ ଭାଇରସ ମୁକ୍ତ

0

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟରେ 70 ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଅଛନ୍ତି ଏବଂ 11 ଜଣ ସୁସ୍ଥ ହୋଇଛନ୍ତି l ତା ସହିତ ଅନ୍ୟ ଦେଶରୁ ଆସିଥିବା 25,937 ଜଣ ଲୋକଙ୍କ ଉପରେ ସରକାର ନଜର ରଖିଛନ୍ତି l କ୍ୱାରେଣ୍ଟାଇନରେ ରହିଥିବା ବ୍ୟକ୍ତିଙ୍କ ଏପ୍ରିଲ 7ରେ ଶେଷ ହୋଇଯିବ l ଯଦି କୌଣସି ନୁଆ ଆକ୍ରାନ୍ତଙ୍କ ରିପୋର୍ଟ ନଆସେ ତେବେ ଏପ୍ରିଲ 7 ସୁଦ୍ଧା ତେଲେଙ୍ଗାନା ଭାଇରସ ମୁକ୍ତ ହୋଇଯିବ l

Leave A Reply

Your email address will not be published.