କେଉଁଠୁ ଠାବ ହେଲେ ଚମ୍ପଟ୍ ମାରିଥବା କରୋନା ସଂଦିଗ୍ଧ

0

୦୬.୦୩.୨୦୨୦ ( ଓଡିଆ ନ୍‌ୁ୍ୟଜ୍ ବ୍ୟୁରୋ):  ଗତକାଲି ଭୂବନେଶ୍ୱର ବିମାନ ବନ୍ଦରରେ ଯାଂଚବେଳେ ଯୁବକଙ୍କୁ କରୋନା ସଂକ୍ରମଣ ସଂଦେହରେ କଟକ ବଡ ମେଡିକାଲ୍‌ରେ ଭର୍ତି କରାଯାଇଥିଲା । ତେବେ ସେ ସୁଯୋଗ ଦେଖି ବିଳମ୍ବିତ ରାତିରେ ଏସ୍‌ସିବି ର ଆଇସୋଲେସନ୍ ବାଡ୍ ରୁ ଚମ୍ପଟ୍ ମାରିଥିଲେ । କିନ୍ତୁ ଆଜି ତାଙ୍କୁ ଭୂବନେଶ୍ୱର ର ଟ୍ରାଇଟେଣ୍ଡ ହୋଟେଲ୍‌ରେ ଠାବ କରାଯାଇଛି । କଡା ଶୁରକ୍ଷା ଥାଇ ମଧ୍ୟ କିପରି ଚମ୍ପଟ ମାରିଲେ ତାହାକୁ ନେଇ ପ୍ରଶ୍ନବାଚୀ ସ୍‌ୃଷ୍ଟି ହୋଇଛି ।

Leave A Reply

Your email address will not be published.