ଆରମ୍ଭ ହେବାକୁ ଯାଉଛି କେବିସି 13

0

କୌନ ବାନେଗା କରୋଡ଼ପତି ଏହାର 21 ବର୍ଷର ଯାତ୍ରା ସମାପ୍ତ କରିଛି | ଶୋ ପ୍ରଥମେ 2000 ରେ ଷ୍ଟାର୍ ପ୍ଲସରେ ଆରମ୍ଭ ହୋଇଥିଲା | ଏହାକୁ ଦେଖିବାକୁ ପ୍ରତି ବର୍ଷ ଦର୍ଶକ ଅପେକ୍ଷା କରନ୍ତି | ଏବଂ ପ୍ରତିବର୍ଷ କିଛି ନୂଆ ଢଙ୍ଗ ରେ ଏହାକୁ ସ୍ଥାପନା କରାଯାଇଥାଏ | ଏ ବର୍ଷ 13 ତମ କୌନ ବାନେଗା କରୋଡ଼ପତି ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ଅଗଷ୍ଟ 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି | ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ମେଗାଷ୍ଟାର ଶ୍ରୀ ଅମିତାଭ ବଚ୍ଚନ ଏହାକୁ ହୋଷ୍ଟ କରିବେ | କେବିସି 13 ସୋମବାର ଠାରୁ ଶୁକ୍ରବାର ରାତି 9 ଟାରେ ପ୍ରସାରିତ ହେବ |

Leave A Reply

Your email address will not be published.