ଦେଖନ୍ତୁ ନବୀନ ନିବାସରେ କଣ ଖାଇଲେ ଅତିଥି

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ନବୀନ ପଟ୍ଟନାୟକ ଏକ ମଧ୳lନ ଭୋଜନର ଆୟୋଜନ କରିଥିଲେ , ଏହି ଆୟୋଜନରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ l ନବୀନ  ମଧ୳lନ ଭୋଜନରେ  ଅତିଥି ମାନଙ୍କୁ ସମ୍ପୂର୍ଣ ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିଥିଲେ ଭାତ , ଡାଲି , ଆଳୁ ମଟର ମସଲା , ବାଇଗଣ ଭଜା , ଗୁଚି ପନିର , ପାମ୍ପଡ , ଛେନାପୋଡ଼ , ଟମାଟୋ ଚଟଣି , ରସ ମଲାଈ,ମାଛ ବେସର ମଧ୍ୟ ପରସା ଯାଇଥିଲା l ପରସ୍ପର ରାଜନୀତିରେ ବିରୋଧୀ ହୋଇଥିଲେ ମଧ୍ୟ ଏକlଠିବସି ଭୋଜନ କରିବା ରାଜନୀତିରେ ନୂଆକଥା ନୁହେଁ |

Leave A Reply

Your email address will not be published.