କରୋନା ପାଇଁ ଅଣ୍ଟା ଭିଡ଼ିଲେ ମନ୍ତ୍ରୀ ପଦ୍ମନାଭ ବେହେରା

0

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  କରୋନା ମୁକାବିଲା ପାଇଁ ସାରା ରାଜ୍ୟ ପ୍ରସ୍ତୁତ ଥିବାବେଳେ ବସ ରେ ଯାତାୟାତ ଉପରେ କଟକଣା ଜାରି କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା l ବସ୍ ରେ ଆଦୌ ଓଭରଲୋଡିଂ ନ କରିବା , ବସ ରେ ସିଟ ସଂଖ୍ୟକ ଯାତ୍ରୀ ନେବା , କୌଣସି ଯାତ୍ରୀ ବସ୍ ରେ ଛିଡ଼ାହୋଇ ନଯିବା , ବସ୍‌ ଗୁଡ଼ିକୁ ସଫାସୁତର ରଖିବା, ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା, ସେହିପରି ଯାତ୍ରୀ ମାନଙ୍କ ମଧ୍ୟ ରେ ପରସ୍ପର ଠାରୁ ଦୂରେଇ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା l

Leave A Reply

Your email address will not be published.