ଏମଏସ ଧୋନି ଙ୍କ ନୂଆ ଲୁକ ନୂଆ ହେୟାର ଷ୍ଟାଇଲ

0

MS Dhoni ତାଙ୍କର ଖେଳର ପ୍ରଥମ ଦିନରୁ ହିଁ ତାଙ୍କର ହେୟାର ଷ୍ଟାଇଲ୍ ପାଇଁ ବହୁତ ପ୍ରଶଂସିତ | ତାଙ୍କ ପ୍ରଶଂସକମାନେ ତାଙ୍କ ହେୟାର ଷ୍ଟାଇଲକୁ ଭଲ ପାଆନ୍ତି ଏବଂ କପି ବା ଫଲୋ କରନ୍ତି | ଏବେ ସେ ତାଙ୍କର ନୂଆ cool ହେୟାର ଷ୍ଟାଇଲ୍ “ଫକ୍ସ-ହକ୍” ପାଇଁ ତାଙ୍କ ପ୍ରଶଂସକ ଙ୍କ ଦ୍ୱାରା ବହୁତ ପ୍ରଶଂସିତ | ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2021 ର ପୂନର୍ବାର ଆରମ୍ଭ ହେବାକୁ ଯାଉଛି ଏବଂ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଡ଼ିଆରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି |

ମାହି ଖେଳ ଦିନରୁ ଏକ ଷ୍ଟାଇଲ୍ ଆଇକନ୍ ହୋଇଥିବାରୁ, ନୂତନ ଏବଂ ଅନନ୍ୟ ହେୟାର ଷ୍ଟାଇଲ୍ କରି ଖେଳିବାକୁ ଭଲ ପାଆନ୍ତି | ବର୍ତ୍ତମାନ, ସେ ତାଙ୍କର ନୂତନ ଫକ୍ସ-ହକ୍ ହେୟାର ଷ୍ଟାଇଲ ଆଲିମ୍ ହାକିମ୍ ଙ୍କ ପାଖରେ କରିଛନ୍ତି | ନୂଆ ହେୟାର ଷ୍ଟାଇଲ କୁ ନୂଆ ତୀକ୍ଷ୍ଣ-ରେଜର କଟା ଦାଢ଼ି , ତାଙ୍କୁ ବେଶ ଭଲ ମାନୁଛି | ଏହା ନିଶ୍ଚିତ ଭାବରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବ ଏବଂ ଲୋକମାନେ ଏହାକୁ ଭଲ ପାଇବେ ବୋଲି Hairstylist ଆଲିମ୍ ହାକିମ୍ ତାଙ୍କ ଇନଷ୍ଟାଗ୍ରାମରେ କହିଛନ୍ତି |

Leave A Reply

Your email address will not be published.