କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ

0

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ରାଜ୍ୟରେ କରୋନାର ମୁକାବିଲାପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି l କରୋନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ,ମଲ୍‌ ବନ୍ଦ ସହ ଜନଗହଳି ସ୍ଥାନରେ ୧୪୪ ଧାରା ଆସନ୍ତା ୩୧ ପର୍ଯ୍ୟନ୍ତ ଜାରି କରାଯାଇଥିଲା।  ସ୍ଥିତିକୁ ଦୃଷ୍ଟିରେରଖି ମୁଖ୍ୟମନ୍ତ୍ରୀ ସମସ୍ତ ପଦକ୍ଷେପ ଗୁଡିକୁ ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ ଯୋଗେ ସୂଚନା ଦେଇଥିବାବେଳେ ଜନସାଧାରଣକୁ ସହଯୋଗ କରିବାକୁ  ନିବେଦନ କରିଛନ୍ତି l

Leave A Reply

Your email address will not be published.