ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୋଭିଡ 19 ହସ୍ପିଟାଲ ଉଦଘାଟିତ

0

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ ହସ୍ପିଟାଲ ରେ କୋଭିଡ 19 ହସ୍ପିଟାଲ କୁ ଉଦଘାଟନ କରିଛନ୍ତି l ଆଇଏମ୍ଏସ୍ ଏବଂ ସମ୍ ର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି l ଏହି କୋଭିଡ 19 ହସ୍ପିଟାଲ ରେ 500 ଶଯ୍ୟା ବିଶିଷ୍ଟ ପ୍ରସ୍ତୁତ କରାଯାଇଛି l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି l ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଉଦଘାଟନୀ ଉତ୍ସବ ରେ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.