କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା

0

1 ଲକ୍ଷ 70 ହାଜର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ l ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଆଗାମୀ ତିନି ମାସ ପାଇଁ ମାଗଣାରେ ପ୍ରତେକ ଗରିବ ପରିବାରର ମୁଣ୍ଡପିଛା 5 କିଲୋ ଚାଉଳ କିମ୍ବା ଗହମ ଯୋଗାଇଦିଆଯିବା ସହ ପରିବାର ପିଛା 1 କିଲୋ ଡାଲି ଯୋଗାଇଦିଆଯିବ l ବୟସ୍କ, ଦିବ୍ୟାଙ୍ଗଙ୍କୁ ଆସନ୍ତା ତିନି ମାସ ପାଇଁ 1000 ଟଙ୍କା ଲେଖାଏଁ ଭର୍ତା ଦିଆଯିବ l ସ୍ଵସ୍ଥ୍ଯ କର୍ମୀମାନଙ୍କ ପାଇଁ 50 ଲକ୍ଷ ପର୍ଯ୍ୟନ୍ତ ବୀମା ସୁବିଧା ପାଇପାରିବେ l ସେହିପରି କୃଷକ ମାନଙ୍କୁ ପ୍ରଥମ କିସ୍ତିରେ 2 ହଜାର ଟଙ୍କା ମିଳିବ l

Leave A Reply

Your email address will not be published.