ସଙ୍କଟ ବଢ଼ାଉଛି ନିଜ୍ଜାମୁଦ୍ଦୀନ ଧାର୍ମିକ ସମ୍ମିଳନୀ

0

ଦିଲ୍ଲୀର ନିଜ୍ଜାମୁଦ୍ଦୀନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ l ପ୍ରାୟ 90 ଜଣ ଲୋକ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ବେଳେ 7 ଜଣ ଙ୍କ ମୃତ୍ୟୁ ଘଟିଛି l ବର୍ତ୍ତମାନ ସୁଦ୍ଧା 700 ଲୋକଙ୍କୁ ୱାରେଣ୍ଟlଇନରେ ରଖାଯାଇଛି lକେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କ ମଧ୍ଯରୁ ଦିଲ୍ଲୀରେ 24 ଜଣ ଆକ୍ରାନ୍ତ ହୋଇଥିବା ବେଳେ ତାମିଲନାଡୁ ରେ 50 ଜଣ ଆକ୍ରାନ୍ତ ହୋଇଛନ୍ତି l ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ସମ୍ମିଳନୀ ଆୟୋଜନ ଙ୍କ ବିରୋଧରେ ଏଫ୍ ଆଇ ଆର୍ ଦାଖଲ କରିବା ସହ ନିୟମ ଉଲଙ୍ଘନ କରିଥିବାରୁ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି l

Leave A Reply

Your email address will not be published.