କରୋନା ଆକ୍ରାନ୍ତଙ୍କୁ ନେଇ ଉତ୍ତର କୋରିଆର ଦୃଢୋକ୍ତି

0

କରୋନା ଭାଇରସରେ କୌଣସି ବ୍ୟକ୍ତି ସଂକ୍ରମଣ ହୋଇନଥିବା ସ୍ପଷ୍ଟ କରଛି ଉତ୍ତର କୋରିଆ l

ଉତ୍ତର କୋରିଆର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଦୃଢତାର ସହ କହିଛନ୍ତି l ପଡୋଶୀ ଚୀନରେ ଯେତେବେଳ ଏହି ଭୁତାଣୁ ଚିହ୍ନଟ ହେଲା ସେତେବେଳେ ଉତ୍ତର କୋରିଆର ସମସ୍ତ ପଥକୁ ସିଲ୍ କରାଯାଇଥିଲା l ଏପରିକି ଆକାଶ ଓ ସମୁଦ୍ର ପଥକୁ ବନ୍ଦ କରିଦିଆଯାଇଥିଲା l ଦେଶକୁ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପରୀକ୍ଷା କରାଯିବା ସହ କ୍ୱlରେଣ୍ଟlଇନ ରେ ରଖାଯାଇଥିଲା l ସମସ୍ତ ସାମଗ୍ରୀକୁ ବିଶୋଧନ କରିବା ସହ ପ୍ରତିରକ୍ଷାତ୍ମକ ଏବଂ ବୈଜ୍ଞାନିକ ପଦକ୍ଷେପମାନ ନିଆଯାଇଥିଲା l

Leave A Reply

Your email address will not be published.