ଓଡିଶାରେ ଜାରି ହେଲା କଣ୍ଟ୍ରୋଲ ରୁମ

0

ସମଗ୍ର ଦେଶରେ 21 ଦିନିଆ ଲକ୍ ଡାଉନ୍ ଘୋଷଣା ହେବାପରେ ଓଡିଶା ସରକାର ଏକ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି l ଲକ୍ ଡାଉନ୍ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ର ସମାଧାନ ପାଇଁ ଏହା କାର୍ଯ୍ୟ କରିବ l ଓଡିଶା ବାହାରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଓଡ଼ିଆ ମାନେ ମଧ୍ଯ ଏଥିରେ ଅଭିଯୋଗ କରିପାରିବେ l ଏହି କଣ୍ଟ୍ରୋଲ୍ ରୁମ୍ ର କାର୍ଯ୍ୟଧାରା ବରିଷ୍ଠ ଆଇପିଏସ ଅଧିକାରୀ ପର୍ଯ୍ୟବେକ୍ଷଣ କରିବେ l ଏହି କଣ୍ଟ୍ରୋଲ୍ ରୁମର ନମ୍ବର 0674-2392115/9438915986 ଦିଆଯାଇଛି I

Leave A Reply

Your email address will not be published.