ଓଡିଶାବାସୀଙ୍କୁ ସୁପର ଷ୍ଟାର୍ ସଲମାନ ଖାନଙ୍କ ବାର୍ତ୍ତା

0

କରୋନା ଭାଇରସକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି l ତତ୍ ସହିତ ବିଭିନ୍ନ ପ୍ରଭାବଶାଳୀ ଏବଂ ସାଧାରଣ ଲୋକମାନେ ମଧ୍ୟ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି l ଏହି ସତର୍କମୂଳକ ସମୟରେ ବଲିଉଡ ସୁପର ଷ୍ଟାର୍ ସଲମନ ଖାନ୍ ଓଡିଶାବାସୀ ଙ୍କ ପାଇଁ ଭିଡିଓ ବାର୍ତ୍ତା ପଠାଇଛନ୍ତି l ସେ କହିଛନ୍ତି ମୋର ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସଲମନର ନମସ୍କାର l ଓଡିଶା ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା ମାନିବାକୁ ପରାମର୍ଶ ଦେଇଛନ୍ତି l ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଭିଡିଓ ମାଧ୍ୟମରେ ବାର୍ତା ଦେଇଛନ୍ତି l

Leave A Reply

Your email address will not be published.