ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

0

୦୭.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ଉକ୍ତ ସୁସ୍ଥ ଙ୍କୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ଙ୍କ ସଂଖ୍ୟା 62 ରେ ପହଁଞ୍ଚିଛି l ସୁସ୍ଥ ଜଣକ ଭୁବନେଶ୍ବର ବୋଲି ଜଣାପଡିଛି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ସୁସ୍ଥ ଙ୍କ ନମୁନା ପରିକ୍ଷଣ ରିପୋର୍ଟ ରେ ନେଗେଟିଭ୍ ଆସିଛି l ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 50514 ନମୂନା ପରୀକ୍ଷା କରାଯାଇଛି l ସେଥିମଧ୍ୟରୁ 205 କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 62 ଜଣ ସୁସ୍ଥ ହୋଇଛନ୍ତି l ଏବଂ ଦୁଇ ଜଣ ଙ୍କ ମୃତ୍ୟୁ ଘଟିଛି l ସେହିପରି 141 ଜଣ ସକ୍ରୀୟ ସଂକ୍ରମିତ ଚିକିସତ୍ିତ ହେଉଛନ୍ତି l

Leave A Reply

Your email address will not be published.