ଟିକା ନେବା ପରେ ବି ପଜିଟିଭ

0

କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଟିକା ନେବା ପରେ ବି ଲୋକମାନେ ପଜିଟିଭ୍ ହେଉଛନ୍ତି । ସେହିପରି ରାଜ୍ୟରେ ବି ଟିକା ନେଇଥିବା ଲୋକେ ପଜିଟିଭ୍ ହୋଇଛନ୍ତି, ଯାହାର ରିପୋର୍ଟ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରିପୋର୍ଟ ମୁତାବକ, ରିପୋର୍ଟ ନେବା ପରେ ୩୧ ହଜାର ୭୧୨ ଜଣ ଏଯାଏଁ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଡୋଜ୍ ନେଇ ୧୭ ହଜାର ୮୨୪ ଜଣ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇ ୧୩ ହଜାର ୮୮୮ ଜଣ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.