ବିଗ ବସ୍ 15 ରେ ରେଖା

0

ବିଗ ବସ୍ OTT କରନ ଜୋହରଙ୍କ ଦ୍ୱାରା ଛଅ ସପ୍ତାହ ପର୍ଯନ୍ତ ଆୟୋଜିତ ହେବ ଏବଂ ଛଅ ସପ୍ତାହ ପରେ ଟିଭି ସଂସ୍କରଣ ବିଗ୍ ବସ୍ 15 ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହେବ | ମାତ୍ର ବିଗ ବସ୍ 15 ର ଏକ ନୂଆ ଟିଜର ବା ପ୍ରୋମୋ ଦେଖିବାକୁ ମିଳୁଛି | ଯେଉଁଥିରେ ସଲମାନ ଜଙ୍ଗଲ ରେ ଖାକି ରଙ୍ଗର ପୋଷାକରେ ବୁଲି ଏକ ବୃକ୍ଷ ନିକଟ ରେ ଗୀତ ଗାଉଥିବାର ନଜର ଆସୁଛନ୍ତି। ଭିଡିଓରେ ବୃକ୍ଷଟିରୁ କିମ୍ବଦନ୍ତୀ ଅଭିନେତ୍ରୀ ରେଖାଙ୍କ ସ୍ୱରରେ ଜଣେ ସଲମାନଙ୍କୁ ପଚାରୁଛନ୍ତି “ପେହେଚାନା” ? ସ୍ୱର ଟି ରେଖାଙ୍କ ବ୍ୟତୀତ ଆଉ କାହାର ନୁହେଁ |

 

View this post on Instagram

 

A post shared by ColorsTV (@colorstv)

ଖବର ଅନୁଯାୟୀ, ରେଖା ‘ଭାଗ୍ୟ ବୃକ୍ଷ’କୁ ନିଜର ସ୍ୱର ଦେଇଛନ୍ତି ଯାହା ବିଗ ବସ୍ OTT ର ଛଅ ସପ୍ତାହ ପରେ କଲର୍ସ ଟିଭିକୁ ସ୍ଥାନାନ୍ତରିତ ହେବାପରେ ‘ବିଗ୍ ବସ୍’ରୁ ପ୍ରତିଯୋଗୀମାନଙ୍କୁ ପରିଚିତ କରାଇବ।

Leave A Reply

Your email address will not be published.