କରୋନାକୁ ନେଇ ସୁବ୍ରତ ବାଗଚି ଦେଲେ ଏପରି ମତ

0

ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କରୋନାକୁ ନେଇ ଓଡିଶାରେ ସମୂହ ସଂକ୍ରମଣର ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି l ତା ସହିତ ଆଗାମୀ ଦୁଇରୁ ତିନି ସପ୍ତାହ ଆମ ମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ବିଦେଶରୁ ଆସୁଥିବା ଲୋକଙ୍କ ଠାରେ ସଂକ୍ରମଣ ର ଆଶଙ୍କା ଥିଲା ବର୍ତ୍ତମାନ ଆମ ଦେଶ ରୁ ଆସୁଥିବା ଲୋକମାନଙ୍କ ଠାରେ ସଂକ୍ରମଣ ର ଆଶଙ୍କା ଦେଖାଗଲାଣି ବୋଲି ବାଗଚି କହିଛନ୍ତି l

Leave A Reply

Your email address will not be published.