ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପୂର୍ତ୍ତ ସଚିବ

0

ଭୁବନେଶ୍ୱର: ଆଜି ଡ଼. କ୍ରିଷନ କୁମାର, ଆୟୁକ୍ତ-ତଥା-ଶାସନ ସଚିବ, Works Department, Government of Odisha ଟିମ୍ ସହିତ କଟକରେ ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଜଳ ସମ୍ପଦ ବିଭାଗ Water Resources Department Government of Odisha ଏବଂ ଏନ.ଏଚ.ଏ.ଆଇ. National Highways Authority of India – NHAI ନିକଟରୁ ଅନୁମୋଦନ ହସ୍ତଗତ ହୋଇସାରିଛି । ଇଂ ତାରାପ୍ରସାଦ ମିଶ୍ର, ମୁଖ୍ୟଯନ୍ତ୍ରୀ, ଡ଼ି.ପି.ଆଇ.ଆର.ଙ୍କୁ ବାମପଟ ରାସ୍ତାର ବିକାଶ ପାଇଁ ରେଳବାଇଠାରୁ ଆବଶ୍ୟକ ମଞ୍ଜୁରୀ ହାସଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତାଳଦଣ୍ଡା କେନାଲ ରାସ୍ତାକୁ ବିରିବାଟିଠାରେ କଟକ-ପାରାଦ୍ଵୀପ ରାସ୍ତା ସହ ଯୋଡିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇ ଆସନ୍ତା ମାସରେ ଟେଣ୍ଡର ଆହ୍ୱାନ କରାଯିବ।

Leave A Reply

Your email address will not be published.