ଆଜିର ମୁଖ୍ୟ ଖବର

0

୧- ଘରୋଇ ସ୍କୁଲ ଦେୟ ଛାଡକୁ ନେଇ ଗଣ ଶିକ୍ଷା ବିଭାଗର ବିଜ୍ଞପ୍ତି:୨୦୨୦-୨୧ ଶିକ୍ଷାବର୍ଷରେ ୧୫% ଛାଡ଼ କରିବାକୁ ନିର୍ଦ୍ଦେଶ

୨- ୭୫୦ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ରାଜ୍ୟ ସରକାର, ଆସନ୍ତା ୭ ଦିନ ମଧ୍ୟରେ କର୍ମସ୍ଥଳୀରେ ଯୋଗଦେବାକୁ ନିର୍ଦ୍ଦେଶ

୩- ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ମିଳିବ ୩୭ ଦିନର ଖାଦ୍ୟ ସୁରକ୍ଷା ଭର୍ତ୍ତା, ଉପକୃତ ହେବେ ୪୪ଲକ୍ଷ ଶିଶୁ

୪- ନୀତି ଆୟୋଗର SDG Index: ୧୯କୁ ଖସିଲା ଓଡ଼ିଶା, କିନ୍ତୁ କ୍ଲାଇମେଟ ଆକ୍ସନ, ଲାଇଫ୍ ବିଲୋ ଓ୍ବାଟର ଗୋଲ୍ ରେ ଶ୍ରେଷ୍ଠ

୫- ରାଜଧାନୀରେ ବି ଟିକା ଅଭାବ, ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ଥିବା କହିଲେ ବିଏମ୍‌ସି କମିଶନର

୬- ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ସାର୍ଟିଫିକେଟର ବୈଧତା ୭ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି

୭- କେରଳ ଛୁଇଁଲା ମୈ।ସୁମୀ,୧୧ରୁ ଲଘୁଚାପ ଜନିତ ବର୍ଷା ସମ୍ଭାବନା

୮- ଜୁନ ମାସ ପାଇଁ ହିତାଧିକାରୀମାନଙ୍କୁ ଶୁଖିଲା ରାସନ୍‌ ବଣ୍ଟନ; ରାଜ୍ୟର ପ୍ରାୟ ୪୧ ଲକ୍ଷ ହିତାଧିକାରୀଙ୍କ ସମେତ ୨୧୧୮ ଜଣ ପ୍ରବାସୀ ମହିଳା ଓ ଶିଶୁ ହେବେ ଉପକୃତ

୯- ଓଡିଶା ଆଦର୍ଶ ସ୍କୁଲର ଉପଦେଷ୍ଟା ଡ଼ଃ ବିଜୟ ସାହୁଙ୍କ ୫୮ ବର୍ଷ ବୟସରେ ପରଲୋକ

୧୦- ପୁରୀ ଶ୍ରୀମନ୍ଦିର ଓ ଭିତର ମନ୍ଦିର ଗୁଡିକର ସଂରକ୍ଷଣ ଓ ମରାମତି ପାଇଁ ପାଞ୍ଚବର୍ଷିୟା ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ

୧୧- ୫ ରାଜ୍ୟରେ ପ୍ରଭାରୀ ନିଯୁକ୍ତ କଲା AICC, ସାଂସଦ ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଦାୟିତ୍ୱ

୧୨- ତିନି ରଥ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ପୁରୀ ରଥ ଖଳାରେ ଚକ ଡେରା ନୀତି ସମ୍ପନ୍ନ

୧୩- ଜେଲ୍‌ରେ କଏଦୀ ଫୁଲ୍, ଆଉ ଜାଗା ନାହିଁ : ତୁରନ୍ତ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୧୪- କଟକ: କୋଟିଏ ଦଶ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

Leave A Reply

Your email address will not be published.