ଆଜିର ମୁଖ୍ୟ ଖବର

0

୧- ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ପାସ ହାର ରହିଛି ୯୭.୮୯%

୨- ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଅନୁଯାୟୀ ଏ୧-୨୬୫୬, ଏ୨-୨୨୧୩୧, ବି୧-୫୨୨୫୧, ବି୨-୯୪୪୭୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

୩- ରାଜ୍ୟରେ ମୈ।ସୁମୀ ବାୟୁ ସ୍ବଭାବିକ,୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

୪- ମାଟ୍ରିକ ଫେଲ ହୋଇଥିବା ପିଲାଙ୍କ ସଂଖ୍ୟା ୭ ହଜାର ୭୦୩

୫- କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନେଇ ଆଭାସି ବୈଠକ, ଅଗଷ୍ଟ ସୁଦ୍ଧା ୟୁଜି,ପିଜି ଅନ୍ ଲାଇନ୍ ପରୀକ୍ଷା

୬- ଇଣ୍ଡିଆ ସ୍ମାର୍ଟ ସିଟି ଆଓ୍ଵାର୍ଡ କଣ୍ଟେଷ୍ଟରେ ରାଜଧାନୀ ଭୁବନେଶ୍ୱରକୁ ଦୁଇଟି ଜାତୀୟ ପୁରସ୍କାର

୭- କିସ୍‌ରେ ମାଟ୍ରିକ୍ ଫଳାଫଳ ଶତ ପ୍ରତିଶତ, ସଉରା ସଂପ୍ରଦାୟର ମୋହନ ଚରଣ ରଇତ ୫୪୦ ନମ୍ବର ରଖି ସ୍କୁଲ୍ ଟପ୍ପର

୮- ମହାମାରୀ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସରକାରଙ୍କ ସର୍ବାଧିକ ପ୍ରାଥମିକତା: ନବୀନ ପଟ୍ଟନାୟକ

୯- ଦେଶରେ ଚିହ୍ନଟ ୪୮ଟି ଡେଲଟା ପ୍ଲସ ମାମଲା ମଧ୍ୟରୁ ଓଡ଼ିଶାରୁ ଗୋଟିଏ,ସେ ଦେଓଗଡ଼ର ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା

୧୦- କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ୟାକେଜ

୧୧- ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ପିନାକ ରକେଟର ସଫଳ ପରୀକ୍ଷଣ ହୋଇଛି

୧୨- ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା

୧୩- ମିଆମୀ:ଏମିତି ବି ଆସେ ମୃତ୍ୟୁ ! ରାତିରେ ଶୋଇଥିବା ବେଳେ ଭୁଶୁଡି ପଡିଲା ବିଲଡିଂ, ୧୬୦ ନିଖୋଜ, ୪ ଜଣଙ୍କ ମୃତଦେହ ଉଦ୍ଧାର

Leave A Reply

Your email address will not be published.