ଆଜିର ମୁଖ୍ୟ ଖବର

0

୧-ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ୯ଦିନ ବ୍ୟାପି ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଁଚିଲା ୩ ରଥ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା।

୨-ଚଳିତ ବର୍ଷ ରଥଯାତ୍ରାରେ ବିରଳ ରେକର୍ଡ: ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି।

୩-ବିପିୟୁଟିରେ ଖୋଲିବ ଇଣ୍ଟିଗ୍ରେଟେଡ୍ ଏମ୍ ଟେକ୍, ୫ ବିଭାଗରେ ଖୋଲିବା ନେଇ ଆଲୋଚନା।

୪-ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ।

୫-ପ୍ରଥମେ କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ:ଆଇସିଏମଆର ଡିଜି

୬-ଭୁବନେଶ୍ୱରରେ ପ୍ରବଳ ବର୍ଷା । ରାସ୍ତା ଉପରେ ଛୁଟୁଛି ପାଣିର ସୁଅ । ବୁଡିଗଲା କାର, ବାଇକ ।

୭-ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : ୬ ମାସ ମଧ୍ୟରେ ମାମଲା ଶେଷ କରିବାକୁ ଅନୁଭବଙ୍କ ଆବେଦନ।

୮-ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ସାମିଲ ।

୯-ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।

୧୦-କଟକ ବଡ ଡାକ୍ତରଖାନା ହେବ ଇକମୋ ଚିକିତ୍ସାର ନୂତନ ହବ୍ । ଲାଗିବ ୯ଟି ଇକମୋ ମେସିନ । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା।

୧୧-୪ ଜିଲ୍ଲାରେ ପ୍ଲାଟୋ ଷ୍ଟେଜରେ କରୋନା, ତୃତୀୟ ଲହର ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ- ବିଜୟ ମହାପାତ୍ର।

୧୨-ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ।

୧୩-ଶ୍ରୀଲଙ୍କା ଉପରେ ଭାରି ପଡିଲେ ଦୀପକ ଚହର, ଦ୍ଵିତୀୟ ମ୍ୟାଚ୍‌କୁ ୩ ଓ୍ଵିକେଟ୍‌ରେ ଜିତି ସିରିଜ୍ କବଜା କଲା ଭାରତ।

Leave A Reply

Your email address will not be published.