ଆଜିର ମୁଖ୍ୟ ଖବର

0

୧-ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ। ବ୍ରୋଞ୍ଜ ପଦକ ଜିତିଲେ ପି.ଭି ସିନ୍ଧୁ।

୨-ଆସନ୍ତା ମଙ୍ଗଳବାରଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ‌।ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ।

୩-୧୬ରୁ ନବମ ପିଲାଙ୍କ ପାଇଁ ସ୍କୁଲ ଖୋଲିବ।ଏକାଦଶ ପାଇଁ ନାମଲେଖା ହୋଇନି; ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି।

୪-ଆଜିଠାରୁ ଖୋଲିଯିବ କୋଣାର୍କ ସୂର୍ଯ୍ୟ ମନ୍ଦିର।ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି।

୫-CGA ଭାବେ ଦାୟିତ୍ୱ ନେଲେ ଦୀପକ ଦାସ, ପ୍ରଥମ ଓଡ଼ିଆ ଭାବେ ମିଳିଛି ଏହି ଦାୟିତ୍ବ।

୬-ଆସନ୍ତା ୫ରୁ ଖୋଲିବ ରାଜଧାନୀରେ ପ୍ରେକ୍ଷାଳୟ, ଇଂରାଜୀ ଚଳଚ୍ଚିତ୍ର ସୁଇସାଇଡ୍ ସ୍କ୍ବାଡ୍ ରୁ ଶୁଭାରମ୍ଭ ହେବ ସିନେମା ହଲ।

୭-ଓଡ଼ିଶାର ଦୁଇ କୁନି ପ୍ରତିଭା ସ୍ୱୟଂ ଓ ସମ୍ପୂର୍ଣ୍ଣା । ଶତାଧିକ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଲା ଦୁଇ ବର୍ଷର କୁନି ଝିଅ ସମ୍ପୁର୍ଣ୍ଣା, ୩୭ ସେକେଣ୍ଡରେ ୯ଫୁଟର ଖମ୍ବ ଚଢି ସଫଳତା ଆଣିଲେ ସ୍ୱୟଂ

୮-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ୪ରୁ ପ୍ରବଳ ବର୍ଷା ସମ୍ଭାବନା।

୯-ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ କରିଛି ଆତ୍ମନିର୍ଭର । କେନ୍ଦ୍ରାପଡା ଗରଦପୁର ବ୍ଲକ ମଦନା ଗ୍ରାମର ଯୁବ ଚାଷୀ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା ।

୧୦-ଚଳିତ ମାସ ପ୍ରଥମ ସପ୍ତାହରେ ଆସିବ JEE MAINS ଫଳାଫଳ।

୧୧-କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, କେନ୍ଦ୍ରାପଡ଼ା ‘ରସାବଳି’ କୁ ଜିଆଇ ମାନ୍ୟତା ପାଇଁ ଦାବି ଜଣାଇଲେ।

୧୨-ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ।

୧୩-ଆଜିଠାରୁ ଖାଲି ଆଖିରେ ଦେଖାଯିବେ ଶନି ଓ ବୃହସ୍ପତି।

Leave A Reply

Your email address will not be published.