ଆଜିର ମୁଖ୍ୟ ଖବର

0

୧-ଭୁବନେଶ୍ୱର: ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ।

୨-ଶୀଘ୍ର ଓଡ଼ିଆରେ ପଢାହେବ ଇଞ୍ଜିନିୟରିଂ ପାଠ। ଭୁବନେଶ୍ୱର IIT-SDI ମଧ୍ୟରେ MOU ସ୍ବାକ୍ଷରିତ।

୩-ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ। ସାଢ଼େ ୩ କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମିଳିବ ଚିକିତ୍ସା ସୁବିଧା।

୪-ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଇନରେ ହେବ ସଂଶୋଧନ।

୫-୧୮ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ଟିକା ଖୁବ୍ ଶୀଘ୍ର ; ୧୨ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା ଲାଗି ଅନୁମତି ଲୋଡିଲା ଜନସନ୍ ଆଣ୍ଡ ଜନସନ୍।

୬-ଗୁରୁଡିଝାଟିଆ:ସିଟିସ୍କାନ ଓ ଏମଆରଆଇ ଲୋକାର୍ପିତ,ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ନାମରେ ଗୋପବନ୍ଧୁ ଚିକିତ୍ସାଳୟ ଆଗାମୀ ଦିନରେ ମେଡିକାଲ କଲେଜରେ ପରିଣତ ହେବ-ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୭-ବାଣପୁର ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣା : ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୮-ଅଗଷ୍ଟ ୨୩ରୁ ଖୋଲିବ ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ସହ ଅନ୍ୟ ଧାର୍ମାନୁଷ୍ଠାନ।

୯-ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ,୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

୧୦-ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା:ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା,ଗୁମର ଖୋଲିପାରେ ତଦନ୍ତ

୧୧-ତାଲିବାନ ବିରୋଧରେ ମୋଦୀଙ୍କ ପ୍ରଥମ ବୟାନ । ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଲେ ‘ଆତଙ୍କର ସାମ୍ରାଜ୍ୟ କ୍ଷଣସ୍ଥାୟୀ’।

Leave A Reply

Your email address will not be published.