ଆଜିର ମୁଖ୍ୟ ଖବର

0

୧-ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, ଶ୍ରୀମନ୍ଦିରକୁ କରାଗଲା ସାନିଟାଇଜ୍‌।କୋଭିଡ୍ କଟକଣା ଅନୁଯାୟୀ ହେବ ଦର୍ଶନ ଓ ଉଠିବ ଭକ୍ତଙ୍କ ଫଟୋ।

୨-ବଢ଼ିଲା ମରୁଡ଼ି ଚିନ୍ତା : ୨୫ ଜିଲାରେ ଉତ୍କଟ ସ୍ଥିତି,ଆଜି ମୁଖ୍ୟସଚିବଙ୍କ ସମୀକ୍ଷା ।

୩-୨୫ ଓ ୨୬ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।

୪-OTDCର ଫେକ୍‌ ଓ୍ଵାର୍କ ଅର୍ଡର ଦେଇ ୩ କୋଟି ଟଙ୍କା ଠକେଇ,୨ ଠକଙ୍କୁ ଗିରଫ କଲା EOW।

୫-ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ । ସମୀକ୍ଷା ବୈଠକ ସହ ବରିଷ୍ଠ ନେତା, ସାହିତ୍ୟିକ ଓ ଶିକ୍ଷାବିତଙ୍କୁ ଭେଟିଲେ ଧର୍ମେନ୍ଦ୍ର, କଳାହାଣ୍ଡି ଓ ବଲାଙ୍ଗୀରରେ ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଲେ ଅଶ୍ୱିନୀ ବୈଷ୍ଣବ ।

୬-୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୩ କରୋନା ରୋଗୀ, ଆକ୍ରାନ୍ତଙ୍କ ମଧ୍ୟରେ ୧୦୦ ପିଲା।

୭-ଏଣିକି ଭୁବନେଶ୍ୱର ଏମ୍ସରେ କରାଯିବ ଫଙ୍ଗସ୍ ରିସର୍ଚ୍ଚ, ଆରମ୍ଭ ହେଲା ଆଡଭାନ୍ସ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ୍ ସେଣ୍ଟର।

୮-ଆଜିଠୁ ସେପ୍ଟେମ୍ବର ୩ ଯାଏଁ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା।

୯-ବୌଦ୍ଧ:ବିଶ୍ୱରେକର୍ଡ ମାନ୍ୟତା ପାଇଁ ପ୍ରୟାସ, ୧୪ ଫୁଟର ରାକ୍ଷୀ ପ୍ରସ୍ତୁତି କରି ଗଛରେ ବାନ୍ଧିଲେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ।

୧୦-ହାଇ ପ୍ରୋଫାଇଲ ଜୁଆ ଆଡ୍ଡା ଧରାପଡ଼ିବା ପରେ ସିଲ୍ ହେଲା ପେଣ୍ଟାଗନ୍ ହୋଟେଲ୍‌।

୧୧-ଜାତିଭିତ୍ତିକ ଜନଗଣନା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବିହାରର ସର୍ବଦଳୀୟ ପ୍ରତିନିଧି ଦଳ।

୧୨-ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଦେଶବାସୀ ଏବେ ଭୟରେ ଅନ୍ୟ ଦେଶକୁ ଚାଲିଯାଉଛନ୍ତି। ଭାରତ ସମେତ ୧୧ ରାଷ୍ଟ୍ର ଶରଣରେ ଆଫଗାନ ନାଗରିକ ।

Leave A Reply

Your email address will not be published.