ଆଜିର ମୁଖ୍ୟ ଖବର

0

୧-ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ, ୨୭୧ ଜଣଙ୍କର ବଢିଥିବା ବେଳେ ୪୫୯ ଜଣଙ୍କର କମିଛି ମାର୍କ।୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍।

୨-ମାନ୍ୟୁଫାକ୍‌ଚର ଓ ଏକ୍ସପାଏରୀ ଡେଟ୍ ନଥିବା କାରଣରୁ ବିଭିନ୍ନ ଦୋକାନରେ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଚଢାଉ।

୩-ବିଶିଷ୍ଟ କଥାଶିଳ୍ପୀ ତଥା ସାହିତ୍ୟିକା ଯଶୋଧାରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।

୪-କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ରାଜ୍ୟ ସରକାର,ରହିବ ସମସ୍ତ ପ୍ରକାର ବ୍ୟବସ୍ଥା।

୫-ସୋରଡା ବିଧାୟକ ପାସ୍ କଲେ ଦଶମ ଶ୍ରେଣୀ । ୫୦୦ରୁ ରଖିଲେ ୩୪୦ ମାର୍କ।

୬-ସେପ୍ଟେମ୍ବରରେ ଆସିବ ତୃତୀୟ ଲହର : ପାର୍ବଣରେ ଭିଡ଼କୁ ନ ଯିବା ପାଇଁ ଚେତାବନୀ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

୭-ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ।

୮-ପାଠ୍ୟକ୍ରମରେ ସ୍ଥାନିତ ହେବ ଟୁରି ନଦୀ କୂଳରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ବୀରତ୍ୱ ଗାଥା।

୯-ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ମାଡ଼ ଧମକ, ଗିରଫ ପରେ ଜାମିନୀରେ ମୁକୁଳିଲେ କେନ୍ଦ୍ରମନ୍ତ୍ରୀ ରାଣେ।

୧୦-ସାମ୍ପ୍ରତିକ ଆଫଗାନିସ୍ତାନ ପରିସ୍ଥିତି ଉପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୧-ଟୋକିଓ:ପାରା କ୍ରୀଡ଼ା ମହାକୁମ୍ଭ ଉଦ୍‌ଘାଟିତ, ଧ୍ବଜା ଧରିଲେ ତେକ୍‌ ଚାନ୍ଦ୍‌।

Leave A Reply

Your email address will not be published.