ଆଜିର ମୁଖ୍ୟ ଖବର

0

୧-ଅତ୍ୟାଧୁନିକ ବସରେ ଯାତ୍ରା କରିବେ ଯାତ୍ରୀ,OSRTCର ୧୧୦ଟି ନୂଆ ବସ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

୨-ଶ୍ରୀମନ୍ଦିର ଭିତରର ୭ଟି ଦ୍ୱାରର ରୂପା ଛାଉଣୀ କାମ ହେଲା ଶେଷ,ବାକି ରହିଲା କଳାହାଟ ଦ୍ୱାର।

୩-JEE Main 2021 scam: ଜେଇଇ ମେନ୍ ପରୀକ୍ଷାରେ ଦୁର୍ନୀତି, ସିବିଆଇ ପଞ୍ଝାରେ ୭ ଅଭିଯୁକ୍ତ।

୪-ୱେବ ପୋର୍ଟାଲ ମାଲିକ ଅଟକ: ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଟିପଣୀ ପଡିଲା ମହଙ୍ଗା

୫-ସହିଦ୍ ନଗରରେ ଶୁଭାରମ୍ଭ ହେଲା OTDCର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’, ମିଳିବ ଓଡ଼ିଆ ଘରର ସମସ୍ତ ପ୍ରକାରର ଖାଦ୍ୟ।

୬-କରୋନା ସୃଷ୍ଟି କଲାଣି ୭.୫କୋଟି ଗରିବ,ସହରରେ ବେରୋଜଗାର ବୃଦ୍ଧି ଚିନ୍ତାଜନକ।

୭-୧୨୧ ସିଟି ବସକୁ କବାଡିଆକୁ ବିକ୍ରି କରିବା ଘଟଣା: ଖବରକୁ ଭିତ୍ତିହୀନ କହିଲେ କ୍ରୁଟ ମ୍ୟାନେଜର୍ ଦୀପ୍ତି ମହାପାତ୍ର।

୮-ସଂକ୍ରମଣ ମଧ୍ୟରେ ଖୋର୍ଦ୍ଧା ଓ କଟକରେ ୫୪%,୮୪୯ ସଂକ୍ରମିତ ମଧ୍ୟରେ ୧୨୦ଶିଶୁ।

୯-ଗତ ୨୪ ଘଣ୍ଟାରେ ୨୦ ଜିଲ୍ଲାରେ ହୋଇପାରେ ବର୍ଷା ପବନ ଓ ଘୂର୍ଣ୍ଣିଝଡ଼, ସତର୍କ କଲା ପାଣିପାଗ ବିଭାଗ ।

୧୦-ଓଭାଲ ଟେଷ୍ଟ: ଦ୍ଵିତୀୟ ଦିନରେ ଭାରତ ୪୩/୦, ଏବେ ବି ୫୬ ରନରେ ପଛୁଆ।

୧୧-ଇତିହାସ ରଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି, ମାଲାମାଲ୍‌ ଅମ୍ୱାନୀ ।

୧୨-ଟୋକିଓ ପାରାଲିମ୍ପିକ୍ସ: ଭାରତ ପାଇଁ ମେଡାଲ ଜିଣିଲେ ଅବନୀ, ପ୍ରବୀଣ ଏବଂ ହରବିନ୍ଦର।

୧୩-ଆଫଗାନିସ୍ତାନରେ ଅର୍ଥନୈତିକ ସଂକଟ: ଖାଦ୍ୟ, ଔଷଧ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ।

Leave A Reply

Your email address will not be published.